୨୯ ରାଷ୍ଟ୍ରରେ ଡେଲ୍‌ଟା ପାଇଁ ଅକ୍ସିଜେନ୍‌ ସଙ୍କଟ

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ଡେଲ୍‌ଟା ପ୍ରଜାତି ପାଇଁ ଏବେ ବିଶ୍ବବ୍ୟାପୀ ସଂକ୍ରମଣ କ୍ଷିପ୍ର ଗତିରେ ବଢ଼ୁଛି। ଏ ପର୍ଯ୍ୟନ୍ତ ୧୩୨ ରାଷ୍ଟ୍ରରେ ଡେଲ୍‌ଟା ସଂକ୍ରମଣ ବ୍ୟପି ସାରିଛି। ବିଶ୍ବବ୍ୟାପୀ ସଂକ୍ରମଣର ନୂଆ ଲହରକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଉଦ୍‌ବେଗ ପ୍ରକାଶ କରିଛି। ଡେଲ୍‌ଟାକୁ ନେଇ କେତେକ ରାଷ୍ଟ୍ରରେ ସ୍ଥିତି ଭୟଙ୍କର ରୂପ ନେଇଛି ଏବଂ ୨୯ଟି ରାଷ୍ଟ୍ରରେ ଅକ୍ସିଜେନ ସଙ୍କଟ ଦେଖାଦେଇଛି। ଅନେକ ରାଷ୍ଟ୍ରରେ ସ୍ବାସ୍ଥ୍ୟକର୍ମୀଙ୍କ ପାଖରେ … Continue reading ୨୯ ରାଷ୍ଟ୍ରରେ ଡେଲ୍‌ଟା ପାଇଁ ଅକ୍ସିଜେନ୍‌ ସଙ୍କଟ